ଭୁବନେଶ୍ୱର ସଂସ୍କରଣ|ଗୁରୁବାର, ୫ ନଭେମ୍ବର ୨୦୨୬|୧:୫୭:୧୮ PM|କାର୍ତ୍ତିକ ୧୪, ୧୯୪୮ ଶକାବ୍ଦ
ଭୁବନେଶ୍ୱର...|
/
Login
Odia Samachar Logo
Odia Samachar
ସମଗ୍ର ଓଡ଼ିଶାର ଖବର • ଗୋଟିଏ ସ୍ଥାନରେ•ଓଡ଼ିଆ ସମାଚାର
ଗ୍ରାହକ ହୁଅନ୍ତୁ
  • ପ୍ରଧାନ ପୃଷ୍ଠା
  • ସ୍ଥାନୀୟ
  • ଜାତୀୟ
  • ଆନ୍ତର୍ଜାତୀୟ
  • କ୍ରୀଡ଼ା
  • ରାଜନୀତି
  • ବିଜ୍ଞାନ ଓ ପ୍ରଯୁକ୍ତି
  • ଆମ ବିଷୟରେ
  • ଯୋଗାଯୋଗ
ବ୍ରେକିଂ
ସଦ୍ୟ ତଥ୍ୟ
Breakingସମ୍ବାଦ[ଓଡ଼ିଶା]ନେମରାରେ ସୋରେନ ପରିବାରକୁ ସମବେଦନା ଜଣାଇଲେ ପୂର୍ବତନ ସାଂସଦ ସଞ୍ଜୟ ଭୋଇ◆Breakingସମ୍ବାଦ[ଓଡ଼ିଶା]ସମ୍ବଲପୁରବାସୀଙ୍କ ସ୍ୱାସ୍ଥ୍ୟ ସହ ଖେଳ ବନ୍ଦ କରନ୍ତୁ!” — ୨୦ଟି ICU ବନ୍ଦ ଅଭିଯୋଗ ଓ ନର୍ସ ନିଯୁକ୍ତି ବିଳମ୍ବକୁ ନେଇ ସରକାରଙ୍କୁ ସୁଧୀର ପଣ୍ଡାଙ୍କ କଡ଼ା ଚେତାବନୀ◆Breakingସମ୍ବାଦ[ଓଡ଼ିଶା]ଯାଜପୁରରେ BJD ନେତା ପ୍ରଣବ ବଳବନ୍ତରାୟଙ୍କ ଉପରେ ଆକ୍ରମଣ ଅଭିଯୋଗ: ରାଜନୈତିକ ତାତି ବଢ଼ିଲା◆
Breakingସମ୍ବାଦ[ଓଡ଼ିଶା]ନେମରାରେ ସୋରେନ ପରିବାରକୁ ସମବେଦନା ଜଣାଇଲେ ପୂର୍ବତନ ସାଂସଦ ସଞ୍ଜୟ ଭୋଇ◆Breakingସମ୍ବାଦ[ଓଡ଼ିଶା]ସମ୍ବଲପୁରବାସୀଙ୍କ ସ୍ୱାସ୍ଥ୍ୟ ସହ ଖେଳ ବନ୍ଦ କରନ୍ତୁ!” — ୨୦ଟି ICU ବନ୍ଦ ଅଭିଯୋଗ ଓ ନର୍ସ ନିଯୁକ୍ତି ବିଳମ୍ବକୁ ନେଇ ସରକାରଙ୍କୁ ସୁଧୀର ପଣ୍ଡାଙ୍କ କଡ଼ା ଚେତାବନୀ◆Breakingସମ୍ବାଦ[ଓଡ଼ିଶା]ଯାଜପୁରରେ BJD ନେତା ପ୍ରଣବ ବଳବନ୍ତରାୟଙ୍କ ଉପରେ ଆକ୍ରମଣ ଅଭିଯୋଗ: ରାଜନୈତିକ ତାତି ବଢ଼ିଲା◆
Live Timeline
ପ୍ରଧାନ ପୃଷ୍ଠା/ବିଭାଗ/ରାଜନୀତି
Desk Bureau•ରାଜନୀତି

ରାଜନୀତି

ରାଜନୀତି, ଶାସନ ଓ ନୀତି ନିର୍ଦ୍ଧାରଣ — Legislative actions, assembly proceedings, party dynamics, policy scrutinies, and electoral affairs.

Collection: politics_news
11 articles in database
ପଠନ ଭାଷା: ଓଡ଼ିଆ
ନେମରାରେ ସୋରେନ ପରିବାରକୁ ସମବେଦନା ଜଣାଇଲେ ପୂର୍ବତନ ସାଂସଦ ସଞ୍ଜୟ ଭୋଇ
ବ୍ରେକିଂରାଜନୀତି

ନେମରାରେ ସୋରେନ ପରିବାରକୁ ସମବେଦନା ଜଣାଇଲେ ପୂର୍ବତନ ସାଂସଦ ସଞ୍ଜୟ ଭୋଇ

ନେମରାରେ ସୋରେନ ପରିବାରକୁ ସମବେଦନା ଜଣାଇଲେ ପୂର୍ବତନ ସାଂସଦ ସଞ୍ଜୟ ଭୋଇ

### ନେମରାରେ ସୋରେନ ପରିବାରକୁ ସମବେଦନା ଜଣାଇଲେ ବରିଷ୍ଠ ନେତା ତଥା ବରଗଡ଼ର ପୂର୍ବତନ ସାଂସଦ ସଞ୍ଜୟ ଭୋଇ **ନେମରା, ଝାଡ଼ଖଣ୍ଡ:** ଝାଡ଼ଖଣ୍ଡର ନେମରାଠାରେ ବରଗଡ଼ର ପୂର୍ବତନ ସାଂସଦ ସଞ୍ଜୟ ଭୋଇ ପହଞ୍ଚି ଝାଡ଼ଖଣ୍ଡର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ହେମନ୍ତ ସୋରେନଙ୍କ ମାତା ସ୍ୱର୍ଗତା ଶ୍ରୀମତୀ ରୂପୀ ସୋରେନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଶ୍ରୀମତୀ ରୂପୀ ସୋରେନଙ୍କର ୭ ଅକ୍ଟୋବର ୨୦୨୬ରେ ଦେହାନ୍ତ ହୋଇଥିଲା। ଏହି ଅବସରରେ ସଞ୍ଜୟ ଭୋଇ ଶୋକସନ୍ତପ୍ତ ସୋରେନ ପରିବାରକୁ ଗଭୀର ସମବେଦନା ଜଣାଇବା ସହ ଏହି ଦୁଃଖଦ ସମୟରେ ପରିବାର ପ୍ରତି ନିଜର ସମର୍ଥନ ଓ ସହାନୁଭୂତି ପ୍ରକାଶ କରିଥିଲେ। ତାଙ୍କର ଏହି ଗସ୍ତ ଶୋକାକୁଳ ପରିବାର ପ୍ରତି ସମ୍ମାନ, ମାନବିକତା ଓ ଏକତାର ବାର୍ତ୍ତା ବହନ କରିଥିଲା।

Admin•୧୬ ଅକ୍ଟୋବର ୨୦୨୬
୨ ମିନିଟ୍ ପଠନ
ପୂର୍ଣ୍ଣାଙ୍ଗ ପୃଷ୍ଠାରେ ଖବର ପଢ଼ନ୍ତୁ

ରାଜନୀତି ବିଭାଗରୁ ଅଧିକ ଖବର

Sourced from politics_news
ଛାତ୍ର ସଂସଦ ନିର୍ବାଚନକୁ ନେଇ ରମାଦେବୀ ବିଶ୍ୱବିଦ୍ୟାଳୟରେ ଉତ୍ତେଜନା, BCJD ଛାତ୍ରୀ ନେତ୍ରୀ ଇପ୍ସିତାଙ୍କ ବିରୋଧରେ ମାମଲା ରୁଜୁ
ରାଜନୀତି

ଛାତ୍ର ସଂସଦ ନିର୍ବାଚନକୁ ନେଇ ରମାଦେବୀ ବିଶ୍ୱବିଦ୍ୟାଳୟରେ ଉତ୍ତେଜନା, BCJD ଛାତ୍ରୀ ନେତ୍ରୀ ଇପ୍ସିତାଙ୍କ ବିରୋଧରେ ମାମଲା ରୁଜୁ

ଭୁବନେଶ୍ୱରର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିବା ଖବର ମିଳିଛି। News18 Odiaର ଏକ ରିପୋର୍ଟ ଅନୁଯାୟୀ, କ୍ୟାମ୍ପସରେ ବିଶୃଙ୍ଖଳା ସୃଷ୍ଟି କରିବା ଅଭିଯୋଗରେ ବିଜୁ ଛାତ୍ର ଜନତା ଦଳ (BCJD)ର ଛାତ୍ରୀ ନେତ୍ରୀ ଇପ୍ସିତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ରିପୋର୍ଟ ଅନୁଯାୟୀ, ପୁଲିସ ତାଙ୍କୁ ବିଶ୍ୱବିଦ୍ୟାଳୟ ବାହାରୁ ନେଇଯାଇଥିଲା। ଏହି ଘଟଣାରେ ପ୍ରତିକ୍ରିୟା ଦେଇ ଇପ୍ସିତା ଏହାକୁ ଏକ ପୂର୍ବ ଯୋଜନାବଦ୍ଧ ଷଡ଼ଯନ୍ତ୍ର ବୋଲି କହିଛନ୍ତି। ତାଙ୍କୁ ଏବଂ ତାଙ୍କ ସଂଗଠନକୁ ବଦନାମ କରିବା ପାଇଁ ଉଦ୍ୟମ ହେଉଥିବା ସେ ଅଭିଯୋଗ କରିଛନ୍ତି। ଏଥିସହ ସେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP)କୁ ମଧ୍ୟ ଟାର୍ଗେଟ୍ କରିଛନ୍ତି। ଛାତ୍ର ସଂସଦ ନିର୍ବାଚନରେ ପରାଜୟ ଭୟରୁ ଏଭଳି ପରିସ୍ଥିତି ସୃଷ୍ଟି କରାଯାଉଥିବା ଇପ୍ସିତା ଅଭିଯୋଗ କରିଛନ୍ତି।

Admin•୧୫ ଅକ୍ଟୋବର ୨୦୨୬
୪ ମିନିଟ୍ ପଠନ
ଲିଙ୍କ୍
ସମ୍ବଲପୁରବାସୀଙ୍କ ସ୍ୱାସ୍ଥ୍ୟ ସହ ଖେଳ ବନ୍ଦ କରନ୍ତୁ!” — ୨୦ଟି ICU ବନ୍ଦ ଅଭିଯୋଗ ଓ ନର୍ସ ନିଯୁକ୍ତି ବିଳମ୍ବକୁ ନେଇ ସରକାରଙ୍କୁ ସୁଧୀର ପଣ୍ଡାଙ୍କ କଡ଼ା ଚେତାବନୀ
ରାଜନୀତିବ୍ରେକିଂ

ସମ୍ବଲପୁରବାସୀଙ୍କ ସ୍ୱାସ୍ଥ୍ୟ ସହ ଖେଳ ବନ୍ଦ କରନ୍ତୁ!” — ୨୦ଟି ICU ବନ୍ଦ ଅଭିଯୋଗ ଓ ନର୍ସ ନିଯୁକ୍ତି ବିଳମ୍ବକୁ ନେଇ ସରକାରଙ୍କୁ ସୁଧୀର ପଣ୍ଡାଙ୍କ କଡ଼ା ଚେତାବନୀ

ସମ୍ବଲପୁରବାସୀଙ୍କ ସ୍ୱାସ୍ଥ୍ୟ ସହ ଖେଳ ବନ୍ଦ କରନ୍ତୁ! ସମ୍ବଲପୁର ଓ ଏହାର ପଡ଼ୋଶୀ ଜିଲ୍ଲାର ହଜାର ହଜାର ସାଧାରଣ ଲୋକଙ୍କୁ ସୁଲଭ ଓ ଉନ୍ନତ ଚିକିତ୍ସା ସୁବିଧା ଯୋଗାଇବା ସରକାରଙ୍କ ପ୍ରଥମ ଦାୟିତ୍ୱ। କିନ୍ତୁ ପ୍ରାୟ ୨୦ଟି ICU ବନ୍ଦ ହେବା ଯଦି ଜନସାଧାରଣଙ୍କୁ ଜରୁରୀକାଳୀନ ଚିକିତ୍ସାରୁ ବଞ୍ଚିତ କରୁଛି, ତେବେ ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ। ସରକାର କାହାର ସ୍ୱାର୍ଥ ରକ୍ଷା କରୁଛନ୍ତି—ସାଧାରଣ ଜନତାଙ୍କର, ନା ଧନୀ ଘରୋଇ ହସ୍ପିଟାଲଗୁଡ଼ିକର? ଯେଉଁ ICUଗୁଡ଼ିକୁ ଅଳ୍ପ ଖର୍ଚ୍ଚରେ ଚାଲୁ ରଖି ଅସଂଖ୍ୟ ରୋଗୀଙ୍କ ଜୀବନ ବଞ୍ଚାଯାଇପାରିବ, ସେଗୁଡ଼ିକୁ ବନ୍ଦ କରିବା ଦ୍ୱାରା ଗରିବ ଓ ମଧ୍ୟବିତ୍ତ ପରିବାର ଅଧିକ ଖର୍ଚ୍ଚସାପେକ୍ଷ ଘରୋଇ ଚିକିତ୍ସା ଉପରେ ନିର୍ଭର କରିବାକୁ ବାଧ୍ୟ ହେବେ। ଏହା ସହିତ, ନର୍ସ ନିଯୁକ୍ତି ପ୍ରକ୍ରିୟାରେ ଅହେତୁକ ବିଳମ୍ବ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ଆହୁରି ଦୁର୍ବଳ କରୁଛି। ନିଯୁକ୍ତି ଅପେକ୍ଷାରେ ଥିବା ପ୍ରାର୍ଥୀମାନେ ଅନିଶ୍ଚିତତାରେ ରହିଥିବା ବେଳେ, ହସ୍ପିଟାଲଗୁଡ଼ିକରେ ଆବଶ୍ୟକ ମାନବସମ୍ବଳ ଅଭାବର ପ୍ରଭାବ ରୋଗୀଙ୍କ ଚିକିତ୍ସା ଉପରେ ପଡ଼ିବାର ଆଶଙ୍କା ରହିଛି। ଏହି ବିଳମ୍ବର କାରଣ କ’ଣ? ନିଯୁକ୍ତି କେବେ ସମ୍ପୂର୍ଣ୍ଣ ହେବ? ଏହାର ଉତ୍ତର ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ଜନସାଧାରଣଙ୍କୁ ଦେବାକୁ ହେବ। ସରକାର ମନେ ରଖନ୍ତୁ—ସ୍ୱାସ୍ଥ୍ୟସେବା କୌଣସି ବ୍ୟବସାୟିକ ସ୍ୱାର୍ଥର ମାଧ୍ୟମ ନୁହେଁ; ଏହା ଜନସାଧାରଣଙ୍କ ଅଧିକାର। ସମ୍ବଲପୁର ପଶ୍ଚିମ ଓଡ଼ିଶାର ଏକ ପ୍ରମୁଖ ସ୍ୱାସ୍ଥ୍ୟସେବା କେନ୍ଦ୍ର। ଏଠାରେ ICU ସୁବିଧା ହ୍ରାସ ଓ ଆବଶ୍ୟକ ନର୍ସ ନିଯୁକ୍ତିରେ ବିଳମ୍ବ ଅନେକ ଜିଲ୍ଲାର ରୋଗୀଙ୍କ ପାଇଁ ଗୁରୁତର ସମସ୍ୟା ସୃଷ୍ଟି କରିପାରେ। ଆମର ଦାବି: - ବନ୍ଦ ହୋଇଥିବା ICUଗୁଡ଼ିକୁ ତୁରନ୍ତ ପୁନଃଚାଲୁ କରାଯାଉ। - ICU ବନ୍ଦ ହେବାର କାରଣ ଓ ସରକାରଙ୍କ ଯୋଜନା ସାର୍ବଜନୀନ କରାଯାଉ। - ନର୍ସ ନିଯୁକ୍ତି ପ୍ରକ୍ରିୟାର ବିଳମ୍ବର କାରଣ, ସ୍ପଷ୍ଟ ସମୟସୀମା ଓ ନିଯୁକ୍ତି ସମାପ୍ତିର ଯୋଜନା ଘୋଷଣା କରାଯାଉ। - ସମ୍ବଲପୁର ଓ ପଡ଼ୋଶୀ ଜିଲ୍ଲାର ଲୋକଙ୍କୁ ସୁଲଭ, ଉନ୍ନତ ଓ ନିରବଚ୍ଛିନ୍ନ ସ୍ୱାସ୍ଥ୍ୟସେବା ନିଶ୍ଚିତ କରାଯାଉ। ଜନସାଧାରଣଙ୍କ ଜୀବନ ସହ ଖେଳିବା ବନ୍ଦ କରନ୍ତୁ। ଘରୋଇ ହସ୍ପିଟାଲର ସ୍ୱାର୍ଥ ଅପେକ୍ଷା ଲୋକଙ୍କ ଜୀବନକୁ ପ୍ରାଥମିକତା ଦିଅନ୍ତୁ। ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଜନସାଧାରଣଙ୍କ ପ୍ରଶ୍ନର ଉତ୍ତର ଦେଉ! — ସୁଧୀର କୁମାର ପଣ୍ଡା General Secretary, OPCC

Admin•୧୪ ଅକ୍ଟୋବର ୨୦୨୬
୪ ମିନିଟ୍ ପଠନ
ଲିଙ୍କ୍
ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଆନ୍ଦୋଳନ, ଏଲ୍. ମୁରୁଗାନଙ୍କୁ ନେଇ ଚର୍ଚ୍ଚା
ରାଜନୀତି

ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଆନ୍ଦୋଳନ, ଏଲ୍. ମୁରୁଗାନଙ୍କୁ ନେଇ ଚର୍ଚ୍ଚା

ରାଜନୈତିକ ହଟଚମଟ | ଦିଲ୍ଲୀ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିକୁ ନେଇ ଚାଲିଥିବା ଆନ୍ଦୋଳନ ମଧ୍ୟରେ କେନ୍ଦ୍ର ସରକାରଙ୍କ ମନ୍ତ୍ରୀ ଏଲ୍. ମୁରୁଗାନଙ୍କୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଛି।

Admin•୧୪ ଅକ୍ଟୋବର ୨୦୨୬
୨ ମିନିଟ୍ ପଠନ
ଲିଙ୍କ୍
ଦିଲ୍ଲୀ ପ୍ରତିବାଦକୁ ନେଇ BJP-RSS ଉପରେ ପ୍ରଶ୍ନ, ପୋଲିସ ୟୁନିଫର୍ମ ଭିଡିଓକୁ ନେଇ ବିବାଦ
ରାଜନୀତି

ଦିଲ୍ଲୀ ପ୍ରତିବାଦକୁ ନେଇ BJP-RSS ଉପରେ ପ୍ରଶ୍ନ, ପୋଲିସ ୟୁନିଫର୍ମ ଭିଡିଓକୁ ନେଇ ବିବାଦ

BJP-RSS ରାଜନୀତିକୁ ନେଇ ପ୍ରଶ୍ନ: ଗଣତନ୍ତ୍ର, ପୋଲିସର ନିରପେକ୍ଷତା ଓ ଜନସାଧାରଣଙ୍କ ଅଧିକାର କେତେ ସୁରକ୍ଷିତ?

Admin•୧୩ ଅକ୍ଟୋବର ୨୦୨୬
୨ ମିନିଟ୍ ପଠନ
ଲିଙ୍କ୍
ଓଡ଼ିଶା ବନ୍ଦ ପାଇଁ ଇଣ୍ଡିଆ ମେଣ୍ଟର ରଣନୀତି: କଂଗ୍ରେସ ଭବନରେ ମାନସମନ୍ଥନ
ରାଜନୀତି

ଓଡ଼ିଶା ବନ୍ଦ ପାଇଁ ଇଣ୍ଡିଆ ମେଣ୍ଟର ରଣନୀତି: କଂଗ୍ରେସ ଭବନରେ ମାନସମନ୍ଥନ

ଅକ୍ଟୋବର ୮ରେ ଓଡ଼ିଶା ବନ୍ଦ: ପ୍ରସ୍ତୁତିରେ ଇଣ୍ଡିଆ ମେଣ୍ଟ, ଭୁବନେଶ୍ୱରରୁ ବିଭିନ୍ନ ସହରରେ ବୈଠକ!

Admin•୭ ଅକ୍ଟୋବର ୨୦୨୬
୨ ମିନିଟ୍ ପଠନ
ଲିଙ୍କ୍
ଯାଜପୁରରେ BJD ନେତା ପ୍ରଣବ ବଳବନ୍ତରାୟଙ୍କ ଉପରେ ଆକ୍ରମଣ ଅଭିଯୋଗ: ରାଜନୈତିକ ତାତି ବଢ଼ିଲା
ରାଜନୀତିବ୍ରେକିଂ

ଯାଜପୁରରେ BJD ନେତା ପ୍ରଣବ ବଳବନ୍ତରାୟଙ୍କ ଉପରେ ଆକ୍ରମଣ ଅଭିଯୋଗ: ରାଜନୈତିକ ତାତି ବଢ଼ିଲା

ଯାଜପୁର ଜିଲ୍ଲାର ଧର୍ମଶାଳା ଅଞ୍ଚଳରେ ବିଜେଡିର ‘ଜନସମ୍ପର୍କ ପଦଯାତ୍ରା’ ସମୟରେ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ ଓ ତାଙ୍କ ସମର୍ଥକମାନଙ୍କ ଉପରେ ଅସ୍ତ୍ରଧାରୀ ଆକ୍ରମଣ ଅଭିଯୋଗ ହୋଇଛି, ଯାହାକୁ ନେଇ ରାଜ୍ୟ ରାଜନୀତିରେ ଉତ୍ତେଜନା ପ୍ରକାଶ ପାଇଛି।

Odia Samachar News Desk•୭ ଅକ୍ଟୋବର ୨୦୨୬
୬ ମିନିଟ୍ ପଠନ
ଲିଙ୍କ୍
ମହଙ୍ଗାରେ କଂଗ୍ରେସର ‘ଗାନ୍ଧୀ ପଥେ ଓଡ଼ିଶା’ ପଦଯାତ୍ରା: ସାମିଲ ହେଲେ ପିସିସି ସଭାପତି ଭକ୍ତ ଚରଣ ଦାସ
ରାଜନୀତି

ମହଙ୍ଗାରେ କଂଗ୍ରେସର ‘ଗାନ୍ଧୀ ପଥେ ଓଡ଼ିଶା’ ପଦଯାତ୍ରା: ସାମିଲ ହେଲେ ପିସିସି ସଭାପତି ଭକ୍ତ ଚରଣ ଦାସ

ମହଙ୍ଗା ନିର୍ବାଚନ ମଣ୍ଡଳୀରେ ଗାନ୍ଧୀ ଜୟନ୍ତୀ ଅବସରରେ ଚମ୍ପାପୁର ଗାନ୍ଧୀ ଆଶ୍ରମରୁ ସତ୍ୟଭାମାପୁର ଯାଏଁ ଅନୁଷ୍ଠିତ ହୋଇଛି ‘ଗାନ୍ଧୀ ପଥେ ଓଡ଼ିଶା’ ପଦଯାତ୍ରା। ପିସିସି ସଭାପତି ଭକ୍ତ ଚରଣ ଦାସ ଏବଂ କୃଷକ କଂଗ୍ରେସ ନେତୃବୃନ୍ଦ ସାମିଲ ହୋଇଥିଲେ।

Odia Samachar Political Bureau•୬ ଅକ୍ଟୋବର ୨୦୨୬
୩ ମିନିଟ୍ ପଠନ
ଲିଙ୍କ୍
୮ ବର୍ଷ ପରେ ଓଡ଼ିଶାର କଲେଜ ଓ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ଫେରୁଛି: ଅକ୍ଟୋବର ୧୫ ରେ ଭୋଟ୍ ଗ୍ରହଣ
ରାଜନୀତି

୮ ବର୍ଷ ପରେ ଓଡ଼ିଶାର କଲେଜ ଓ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ଫେରୁଛି: ଅକ୍ଟୋବର ୧୫ ରେ ଭୋଟ୍ ଗ୍ରହଣ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧୀନ ରାଜ୍ୟ ସରକାର ଦୀର୍ଘ ଆଠ ବର୍ଷ ଧରି ବନ୍ଦ ରହିଥିବା କଲେଜ ଓ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ ପୁଣି ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି।

State Political Bureau•୫ ଅକ୍ଟୋବର ୨୦୨୬
୧ ମିନିଟ୍ ପଠନ
ଲିଙ୍କ୍
ଓଡ଼ିଶାରେ ନୂତନ ମଦ ଦୋକାନ ଖୋଲିବା ଉପରେ ତିନି ବର୍ଷର କଟକଣା: ମୁଖ୍ୟମନ୍ତ୍ରୀଙ୍କ ନିଶାମୁକ୍ତ ଓଡ଼ିଶା ଅଭିଯାନ
ରାଜନୀତି

ଓଡ଼ିଶାରେ ନୂତନ ମଦ ଦୋକାନ ଖୋଲିବା ଉପରେ ତିନି ବର୍ଷର କଟକଣା: ମୁଖ୍ୟମନ୍ତ୍ରୀଙ୍କ ନିଶାମୁକ୍ତ ଓଡ଼ିଶା ଅଭିଯାନ

ରାଜ୍ୟରେ ନିଶା ନିବାରଣ ଏବଂ ସାମାଜିକ ସୁରକ୍ଷାକୁ ପ୍ରାଥମିକତା ଦେଇ ଓଡ଼ିଶା ସରକାର ଆଗାମୀ ତିନି ବର୍ଷ ପର୍ଯ୍ୟନ୍ତ କୌଣସି ନୂତନ ମଦ ଦୋକାନ ଖୋଲିବାକୁ ଅନୁମତି ନଦେବାକୁ ନିଷ୍ପତ୍ତି ନେଇଛନ୍ତି।

Governance Desk•୪ ଅକ୍ଟୋବର ୨୦୨୬
୧ ମିନିଟ୍ ପଠନ
ଲିଙ୍କ୍
ଖଣିଜ ସଂଶୋଧନ ଆଇନକୁ ନେଇ ରାଜନୈତିକ ଉତ୍ତେଜନା: ବିଧାନସଭା ମୌସୁମୀ ଅଧିବେଶନ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ
ରାଜନୀତି

ଖଣିଜ ସଂଶୋଧନ ଆଇନକୁ ନେଇ ରାଜନୈତିକ ଉତ୍ତେଜନା: ବିଧାନସଭା ମୌସୁମୀ ଅଧିବେଶନ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ

ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ଶେଷ ହେବା ପରେ ଏମଏମଡିଆର ଖଣିଜ ସଂଶୋଧନ ଏବଂ କୃଷି ସହାୟତା ପ୍ରସଙ୍ଗରେ ଶାସକ ଓ ବିରୋଧୀ ଦଳ ମଧ୍ୟରେ ରାଜନୈତିକ ଟଣାଓଟରା ତୀବ୍ର ହୋଇଛି।

Assembly Bureau•୩ ଅକ୍ଟୋବର ୨୦୨୬
୧ ମିନିଟ୍ ପଠନ
ଲିଙ୍କ୍
Odia Samachar Logo
Odia Samacharଓଡ଼ିଆ ସମାଚାର

ସମଗ୍ର ଓଡ଼ିଶାର ଏକମାତ୍ର ସ୍ୱତନ୍ତ୍ର ଡିଜିଟାଲ୍ ସମ୍ବାଦ ପ୍ରତିଷ୍ଠାନ। ସମସ୍ତ ୩୦ ଜିଲ୍ଲାର ନିର୍ଭୁଲ, ନିରପେକ୍ଷ ଏବଂ ବିଶ୍ୱସନୀୟ ତଥ୍ୟ।

ମୁଖ୍ୟ ବ୍ୟୁରୋ: ଭୁବନେଶ୍ୱର, ଓଡ଼ିଶା

Odia Samachar

  • About the Newsroom
  • Our Mission & Values
  • Editorial Standards
  • Newsroom Contact & Bureaus
  • Staff & Editorial Login →

Odisha Coverage

  • Bhubaneswar (Capital)
  • Cuttack (Millennium City)
  • Puri (Srimandir & Coast)
  • Sambalpur (Western Hub)
  • Rourkela (Steel & Hockey)
  • Berhampur & Gopalpur
  • Koraput (Eastern Ghats)

ସମ୍ବାଦ ବିଭାଗ

  • ସ୍ଥାନୀୟ ଖବର
  • ଜାତୀୟ ଖବର
  • ଆନ୍ତର୍ଜାତୀୟ ଖବର
  • କ୍ରୀଡ଼ା
  • ରାଜନୀତି
  • ବିଜ୍ଞାନ ଓ ପ୍ରଯୁକ୍ତି

Digital Products

  • My Odisha (Personalized Feed)
  • Story Intelligence Dossiers
  • Explain This (Adaptive Reading)
  • Audio Briefings & Podcasts
  • What Changed? (Speed Timeline)
  • Daily Morning Newsletter

Trust & Legal

  • Source Verification Policy
  • Editorial Independence
  • Privacy Policy
  • Terms of Service
  • Cookie Settings
  • Syndication & Licensing
© 2026 Odia Samachar.•ସମସ୍ତ ଅଧିକାର ସୁରକ୍ଷିତ।•“ସମଗ୍ର ଓଡ଼ିଶାର ଖବର • ଗୋଟିଏ ସ୍ଥାନରେ”
ଦ୍ୱିଭାଷୀ ଡିଜିଟାଲ୍ ସମ୍ବାଦ ପ୍ରତିଷ୍ଠାନ•ଓଡ଼ିଆ ସମାଚାର ପ୍ରକାଶନ